LibreTube/app/src/main/res/values-or/strings.xml

506 lines
53 KiB
XML
Raw Normal View History

2022-11-05 18:51:45 +05:30
<?xml version="1.0" encoding="utf-8"?>
<resources>
<string name="unsubscribe">ସଦସ୍ୟତା ରଦ୍ଦ କରନ୍ତୁ</string>
<string name="library">ପାଠାଗାର</string>
<string name="yes">ହଁ</string>
<string name="videos">ଭିଡିଓ ଗୁଡିକ</string>
<string name="subscribe">ସଦସ୍ୟତା ଯୋଡ଼ନ୍ତୁ</string>
<string name="share">ଅଂଶୀଦାର</string>
<string name="download">ଡାଉନଲୋଡ୍ କରନ୍ତୁ</string>
<string name="save">ତାଲିକା ରେ ଯୋଡ଼ନ୍ତୁ</string>
<string name="username">ବ୍ୟବହରକାରୀଙ୍କର ନାମ</string>
<string name="password">ପାସ୍‍ୱର୍ଡ଼</string>
<string name="register">ପଞ୍ଜିକରଣ</string>
<string name="logout">ଲଗ୍ ଆଉଟ୍</string>
<string name="startpage">ଗୃହ</string>
<string name="search_hint">ସନ୍ଧାନ</string>
<string name="login">ଲଗ୍ ଇନ୍</string>
<string name="cancel">ବରଖାସ୍ତ</string>
<string name="loggedout">ସଂଶ୍ଳିଷ୍ଟ ନାହାନ୍ତି ।</string>
<string name="loggedIn">ସଂଶ୍ଳିଷ୍ଟ ଅଛନ୍ତି ।</string>
<string name="already_logged_in">ଆଗରୁ ସଂଶ୍ଳିଷ୍ଟ ଅଛନ୍ତି। ଆପଣ ଅଣ ସଂଶ୍ଳିଷ୍ଟ ହୋଇପାରନ୍ତି।</string>
<string name="instances">ଚୟନ କରନ୍ତୁ…</string>
<string name="customInstance">ଅନୁକୂଳ</string>
<string name="region">ଜାଗା</string>
<string name="login_register">ସଂଶ୍ଳିଷ୍ଟ/ପଞ୍ଜିକରଣ</string>
<string name="registered">ପଞ୍ଜୀକୃତ । ଏବେ ଆପଣ ନୂଆ ଧାରାବାହିକ କୁ ଅନୁସରଣ କରିପାରିବେ ।</string>
<string name="importsuccess">ସଦସ୍ୟତା ଅଛି</string>
<string name="cannotDownload">ଏହି ଷ୍ଟ୍ରିମ୍ ଟି ଡାଉନଲୋଡ୍ କରିହେବ ନାହିଁ।</string>
<string name="downloadfailed">ଡାଉନଲୋଡ୍ ବିଫଳ ହେଲା ।</string>
<string name="import_from_yt_summary">ୟୁ ଟିଉବ କିମ୍ବା ନିଉପାଇପ ରୁ</string>
<string name="app_theme">ଥିମ୍</string>
<string name="unknown_error">ନେଟୱର୍କ ତ୍ରୁଟି ।</string>
<string name="error">କିଛି ଭୁଲ୍ ଘଟିଛି ।</string>
<string name="notgmail">ଏହା ପାଇପ୍ ଆକାଉଣ୍ଟ ଅଟେ ।</string>
<string name="defres">ଭିଡିଓ ର ଆକାର</string>
<string name="grid">ଗ୍ରିଡ ସ୍ତମ୍ଭ</string>
<string name="emptyList">ଏଠାରେ କିଛି ନାହିଁ ।</string>
<string name="settings">ସେଟିଂ</string>
<string name="location">ଜାଗା</string>
<string name="instance">ଇନ୍ସ୍ତାନ</string>
<string name="customization">ସୁନିୟୋଜନ</string>
<string name="website">ୱେବ୍ ସାଇଟ୍</string>
<string name="videoCount">%1$d ଭିଡିଓ</string>
<string name="retry">ପୁନର୍ଚେଷ୍ଟା</string>
<string name="comments">ମନ୍ତବ୍ୟ ଗୁଡ଼ିକ</string>
<string name="channels">ଧାରାବାହିକ</string>
<string name="all">ସମସ୍ତ</string>
<string name="playlists">ପ୍ଲେଲିଷ୍ଟ ଗୁଡ଼ିକ</string>
<string name="okay">ଠିକ୍ ଅଛି</string>
<string name="search_history">ଇତିହାସ ସନ୍ଧାନ କରନ୍ତୁ</string>
<string name="music_songs">ୟୁଟିଉବ ସଙ୍ଗୀତ</string>
<string name="music_videos">ୟୁଟିଉବ ସଙ୍ଗୀତ ଭିଡିଓ</string>
<string name="music_albums">ୟୁଟିଉବ ସଙ୍ଗୀତ ଆଲବମ୍</string>
<string name="music_playlists">ୟୁଟିଉବ ସଙ୍ଗୀତ ପ୍ଲେଲିଷ୍ଟ</string>
<string name="sponsorblock">ପ୍ରଯୋଜକ ବ୍ଲକ</string>
<string name="segment_skipped">ଛଡାଯାଇଥିଲା ଖଣ୍ଡ ଗୁଡିକ</string>
<string name="category_segments">ଖଣ୍ଡଗୁଡ଼ିକ</string>
<string name="category_selfpromo">ଅନାଦେୟ / ଆତ୍ମ ପଦୋନ୍ନତି</string>
<string name="category_interaction">ପାରସ୍ପରିକ ସ୍ମାରକ</string>
<string name="category_interaction_description">ଯେତେବେଳେ ବିଷୟବସ୍ତୁ ମଝିରେ ପସନ୍ଦ, ସଦସ୍ୟତା କିମ୍ବା ଅନୁସରଣ କରିବାକୁ ଏକ ସଂକ୍ଷିପ୍ତ ସ୍ମାରକ ଅଛି ।ଯଦି ଲମ୍ବା କିମ୍ବା କିଛି ନିର୍ଦ୍ଦିଷ୍ଟ ବିଷୟରେ ହୋଇଥାଏ, ଏହା ପରିବର୍ତ୍ତେ ଆତ୍ମ ପ୍ରୋତ୍ସାହନ ହେବା ଉଚିତ୍ ।</string>
<string name="category_outro">ଶେଷ କାର୍ଡ</string>
<string name="category_outro_description">ସମାପ୍ତି ପରେ ଥିବା ସୂଚନା ପାଇଁ। ସୂଚନା ସହିତ ସିଦ୍ଧାନ୍ତ ପାଇଁ ନୁହେଁ ।</string>
<string name="category_filler">ହସକଥା</string>
<string name="category_music_offtopic">ଅଣ ସଙ୍ଗୀତ</string>
<string name="color_accent">ଆସେଣ୍ଟ</string>
<string name="color_red">ଲାଲ୍</string>
<string name="color_blue">ନୀଳ</string>
<string name="color_yellow">ହଳଦିଆ</string>
<string name="color_green">ସବୁଜ</string>
<string name="color_purple">ପାତଳୀ</string>
<string name="app_icon">ଆଇକନ</string>
<string name="enabled">ଅନ୍</string>
<string name="disabled">ବନ୍ଦ ଅଛି</string>
<string name="piped">ପାଇପ୍</string>
<string name="youtube">ୟୁଟିଉବ</string>
<string name="playOnBackground">ପୃଷ୍ଠଭୂମି ରେ ପ୍ଲେ କରନ୍ତୁ</string>
<string name="update_available_text">ନୂତନ ଅଦ୍ୟତନ ଉପଲବ୍ଧ । GitHub ରିଲିଜ୍ ପୃଷ୍ଠା ଖୋଲିବାକୁ କ୍ଲିକ୍ କରନ୍ତୁ ।</string>
<string name="appearance">ରୂପ</string>
<string name="playlistCreated">ପ୍ଲେଲିଷ୍ଟ ଯୋଡାଗଲା ।</string>
<string name="dlisinprogress">ସମସ୍ତ ସାମ୍ପ୍ରତିକ ଡାଉନଲୋଡ୍ ସମାପ୍ତ ନହେବା ପର୍ଯ୍ୟନ୍ତ ଦୟାକରି ଅପେକ୍ଷା କରନ୍ତୁ |</string>
<string name="import_from_yt">ସଦସ୍ୟତା ଗୁଡ଼ିକୁ ଆମଦାନୀ କରନ୍ତୁ</string>
<string name="server_error">ମନୋନୀତ ସର୍ଭର ସହିତ ଏକ ସମସ୍ୟା ଥିବା ପରି ମନେହୁଏ । ଅନ୍ୟ ଏକ ଉଦାହରଣ ଚେଷ୍ଟା କରନ୍ତୁ ।</string>
<string name="empty">ଆପଣଙ୍କୁ ନିଜର ପଞ୍ଜୀକୃତ ନାମ ଓ ପାସ୍ ୱାର୍ଡ ଦେବାକୁ ହେବ ।</string>
<string name="areYouSure">ପ୍ଲେଲିଷ୍ଟ ଡିଲିଟ କରିବେ କି \?</string>
<string name="deletePlaylist">ପ୍ଲେଲିଷ୍ଟ ଡିଲିଟ କରନ୍ତୁ</string>
<string name="createPlaylist">ପ୍ଲେଲିଷ୍ଟ ଖୋଲନ୍ତୁ</string>
<string name="playlistName">ପ୍ଲେଲିଷ୍ଟ ର ନାମ</string>
<string name="emptyPlaylistName">ପ୍ଲେଲିଷ୍ଟ ନାମ ଖାଲି ରହିପାରିବ ନାହିଁ</string>
<string name="systemLanguage">ସିଷ୍ଟମ୍</string>
<string name="darkTheme">ଅନ୍ଧାର</string>
<string name="about">ଵିଷୟରେ</string>
<string name="subscribers">%1$s ଜଣ ସଦସ୍ଯ</string>
<string name="addToPlaylist">ପ୍ଲେଲିଷ୍ଟ ରେ ଯୋଡ଼ନ୍ତୁ</string>
<string name="lightTheme">ଉଜ୍ଜଳ</string>
<string name="success">ହୋଇଗଲା ।</string>
<string name="fail">ବିଫଳ :(</string>
<string name="changeLanguage">ଭାଷା</string>
<string name="systemDefault">ସିଷ୍ଟମ୍</string>
<string name="noInternet">ଇଣ୍ଟରନେଟ କୁ ପ୍ରଥମେ ସଂଯୋଗ କରନ୍ତୁ ।</string>
<string name="clear_history">ଇତିହାସ ଖାଲି କରନ୍ତୁ</string>
<string name="history">ଇତିହାସ</string>
<string name="sponsorblock_summary">ଏହା ବ୍ୟବହାର କରେ https://sponsor.ajay.app</string>
<string name="category_intro">ଅନ୍ତରାଳ</string>
<string name="category_intro_description">ପ୍ରକୃତ ବିଷୟବସ୍ତୁ ବିନା ଏକ ବ୍ୟବଧାନ । ଏକ ବିରାମ, ଷ୍ଟାଟିକ୍ ଫ୍ରେମ୍, ପୁନରାବୃତ୍ତି ଆନିମେସନ୍ ହୋଇପାରେ । ସୂଚନା ଧାରଣ କରିଥିବା ସ୍ଥାନାନ୍ତରଣ ପାଇଁ ବ୍ୟବହୃତ ହେବା ଉଚିତ୍ ନୁହେଁ ।</string>
<string name="category_sponsor">ପ୍ରଯୋଜକ</string>
<string name="category_sponsor_description">ଦେୟଯୁକ୍ତ ପଦୋନ୍ନତି, ଦେୟଯୁକ୍ତ ରେଫରାଲ୍ ଏବଂ ପ୍ରତ୍ୟକ୍ଷ ବିଜ୍ଞାପନ । କାରଣ, ସୃଷ୍ଟିକର୍ତ୍ତା, ୱେବସାଇଟ୍ ଏବଂ ଉତ୍ପାଦଗୁଡିକ ପାଇଁ ଆତ୍ମ-ପଦୋନ୍ନତି କିମ୍ବା ମାଗଣା ପ୍ରକୃତ ଚିତ୍କାର ପାଇଁ ନୁହେଁ ।</string>
<string name="category_selfpromo_description">ଅନାଦେୟ କିମ୍ବା ଆତ୍ମ ପଦୋନ୍ନତି ବ୍ୟତୀତ \"ପ୍ରାୟୋଜକ\" ସହିତ ସମାନ । ବାଣିଜ୍ୟ, ଦାନ, କିମ୍ବା ସେମାନେ କାହା ସହିତ ସହଯୋଗ କରିଥିଲେ ସେ ସମ୍ବନ୍ଧରେ ସୂଚନା ଏଥିରେ ଅନ୍ତର୍ଭୂକ୍ତ କରେ ।</string>
<string name="category_filler_description">ଭିଡିଓର ମୁଖ୍ୟ ବିଷୟବସ୍ତୁ ବୁଝିବା ପାଇଁ ଅନାବଶ୍ୟକ, କେବଳ ଫିଲର୍ କିମ୍ବା ହାସ୍ୟରସ ପାଇଁ ଯୋଡିହୋଇଥିବା ଦୃଶ୍ୟ ପାଇଁ ।</string>
<string name="category_music_offtopic_description">କେବଳ ସଙ୍ଗୀତ ଭିଡିଓରେ ବ୍ୟବହାର ପାଇଁ । ଏହି ଭିଡିଓର କିଛି ଅଂଶ ସରକାରୀ ମିଶ୍ରଣର ଅଂଶ ନୁହେଁ ।ଶେଷରେ, ଭିଡିଓଟି ସ୍ପୋଟିଫାଇ କିମ୍ବା ଅନ୍ୟ କୌଣସି ମିଶ୍ରିତ ସଂସ୍କରଣ ସହିତ ଯଥାସମ୍ଭବ ସମାନ ହେବା ଉଚିତ, କିମ୍ବା କଥାବାର୍ତ୍ତା କିମ୍ବା ଅନ୍ୟାନ୍ୟ ବିଭ୍ରାଟକୁ ହ୍ରାସ କରିବା ଉଚିତ୍ ।</string>
<string name="material_you">ମିଟରିଆଲ ୟୁ</string>
<string name="category_preview">ରିକେପ୍</string>
<string name="license">ଲାଇସେନ୍ସ</string>
<string name="category_preview_description">ଅତିରିକ୍ତ ସୂଚନା ବିନା ଭବିଷ୍ୟତର ବିଷୟବସ୍ତୁକୁ ବିସ୍ତୃତ ବିଭାଗଗୁଡିକ ପାଇଁ | ଯଦି ଏଥିରେ କ୍ଲିପ୍ ଅନ୍ତର୍ଭୂକ୍ତ ହୁଏ ଯାହା କେବଳ ଏଠାରେ ଦେଖାଯାଏ, ଏହା ସମ୍ଭବତଃ ଭୁଲ ବର୍ଗ ଅଟେ ।</string>
<string name="sponsorblock_notifications">ବିଜ୍ଞପ୍ତି ଗୁଡ଼ିକ</string>
<string name="update_available">ବର୍ଶନ %1$s ଉପଲବ୍ଧ</string>
<string name="downloads">ଡାଉନଲୋଡ୍ ଗୁଡିକ</string>
<string name="player">ଚାଳକ</string>
<string name="appearance_summary">ଆପକୁ ନିଜ ଇଚ୍ଛାରେ ଆଡଜଷ୍ଟ କରନ୍ତୁ ।</string>
<string name="gradientIcon">ଗ୍ଲିବ୍ ଗ୍ରେଡିଏଣ୍ଟ୍</string>
<string name="legacyIcon">ହଜିଯାଇଥିବା ଉତ୍ତରାଧିକାରୀ</string>
<string name="fireIcon">ଫ୍ୟାଶନେବଲ୍ ଅଗ୍ନି</string>
<string name="update_summary">ଅପଡେଟ ପାଇଁ ଚେକ୍ କର</string>
<string name="app_uptodate">ସର୍ବଶେଷ ସଂସ୍କରଣ ଚାଲୁଅଛି ।</string>
<string name="playback_speed">ପ୍ଲେବେକ୍ ବେଗ</string>
<string name="advanced">ଵିକଶିତ</string>
<string name="advanced_summary">ଡାଉନଲୋଡ୍ ଆଉ ରିସେଟ୍</string>
<string name="live">ସିଧା ପ୍ରସାରଣ</string>
<string name="shareTo">URL ଅଂଶୀଦାର କରନ୍ତୁ</string>
<string name="defaultIcon">ଡିଫଲ୍ଟ</string>
<string name="torchIcon">ଟ୍ରେଣ୍ଡି ମଶାଲ</string>
<string name="shapedIcon">ନିର୍ବୋଧ ଆକୃତିର</string>
<string name="flameIcon">ଉଡ଼ୁଥିବା ନିଆଁ</string>
<string name="birdIcon">ପକ୍ଷୀ</string>
<string name="customInstance_summary">ମିଶାନ୍ତୁ …</string>
<string name="instance_name">ଇନଷ୍ଟାନ୍ସ ନାମ</string>
<string name="instance_api_url">API କୁ ଉଦାହରଣ କରିବାକୁ URL</string>
<string name="addInstance">ଇନଷ୍ଟାନ୍ସ ଯୋଡନ୍ତୁ</string>
<string name="empty_instance">ନାମ ଏବଂ API URL ପୁରଣ କରନ୍ତୁ ।</string>
<string name="invalid_url">ଦୟାକରି ଏକ URL ପ୍ରବେଶ କରନ୍ତୁ ଯାହା କାମ କରେ</string>
<string name="version">ସଂସ୍କରଣ %1$s</string>
<string name="related_streams_summary">ଆପଣ ଯାହା ଦେଖୁଛନ୍ତି ତାହା ସହିତ ସମାନ ଷ୍ଟ୍ରିମ୍ ଦେଖାନ୍ତୁ ।</string>
<string name="buffering_goal">ପ୍ରିଲୋଡିଂ</string>
<string name="playerVideoFormat">ଚାଳକ ନିମନ୍ତେ ଵିଡ଼ିଓ ଫର୍ମାଟ୍</string>
<string name="no_audio">ସ୍ୱର ନାହିଁ</string>
<string name="no_video">ଭିଡିଓ ନାହିଁ</string>
<string name="audio">ସ୍ୱର</string>
<string name="downloading">ଡାଉନଲୋଡ୍ ହେଉଛି …</string>
<string name="player_autoplay">ସ୍ୱତଃଚାଳନ</string>
<string name="instance_frontend_url">ଫ୍ରଣ୍ଟେଣ୍ଡ୍ ପାଇଁ URL</string>
<string name="player_summary">ଡିଫଲ୍ଟ ଓ ଆଚରଣ</string>
<string name="seek_increment">ବୃଦ୍ଧି ଖୋଜ</string>
<string name="pauseOnScreenOff">ସ୍ଵତଃ-ବିରାମ</string>
<string name="autoplay_summary">ସାମ୍ପ୍ରତିକ ଭିଡିଓ ପରେ ପରବର୍ତ୍ତୀ ଭିଡିଓକୁ ସ୍ଵତଃ-ଚଲାନ୍ତୁ ।</string>
<string name="clonePlaylist">କ୍ଲୋନ୍ ପ୍ଲେଲିଷ୍ଟ୍</string>
<string name="deleteAccount">ଖାତା ବିଲୋପ କରନ୍ତୁ</string>
<string name="account">ଆକାଉଣ୍ଟ</string>
<string name="restore">ପୁନରୁଦ୍ଧାର</string>
<string name="watch_history">ଇତିହାସ ଦେଖନ୍ତୁ</string>
<string name="watch_positions">ସ୍ଥିତି ମନେରଖ</string>
<string name="auth_instance">ପ୍ରାମାଣିକିକରଣ ଉଦାହରଣ</string>
<string name="auth_instance_summary">ପ୍ରାମାଣିକ କଲ୍ ପାଇଁ ଏକ ଭିନ୍ନ ଉଦାହରଣ ବ୍ୟବହାର କରନ୍ତୁ ।</string>
<string name="github">ଗିଥବ୍</string>
<string name="audio_video">ଅଡିଓ ଏବଂ ଭିଡିଓ</string>
<string name="aspect_ratio">ଭିଡିଓ ଦିଗ ଅନୁପାତ</string>
<string name="portrait">ଆନୁଲମ୍ବିକ</string>
<string name="always">ସର୍ବଦା</string>
<string name="selected">ମନୋନୀତ</string>
<string name="never">କେବେ ନୁହ</string>
<string name="autoRotatePlayer_summary">ଡିଭାଇସ୍ ଟର୍ନ୍ ହୋଇଗଲେ ଫୁଲ୍ ସ୍କ୍ରିନ୍ ପ୍ଲେବେକ୍ ।</string>
<string name="pure_theme">ଶୁଦ୍ଧ ଥିମ୍</string>
<string name="pure_theme_summary">ଶୁଦ୍ଧ ଧଳା କିମ୍ବା କଳା ଥିମ୍</string>
<string name="watch_history_summary">ସ୍ଥାନୀୟ ଭାବରେ ଦେଖାଯାଇଥିବା ଭିଡିଓଗୁଡିକର ଟ୍ରାକ୍ ରଖନ୍ତୁ</string>
<string name="reset_watch_positions">ପୁନସେଟ୍ କରନ୍ତୁ</string>
<string name="system_caption_style">ସିଷ୍ଟମ୍ କ୍ୟାପସନ୍ ଶଇଳୀ</string>
<string name="general">ସାଧାରଣ</string>
<string name="general_summary">ଭାଷା ଓ ଜାଗା</string>
<string name="playingOnBackground">ପୃଷ୍ଠଭୂମିରେ ଖେଳିବା…</string>
<string name="caption_settings">କ୍ୟାପସନ୍</string>
<string name="default_subtitle_language">ସବ୍ଟାଇଟ୍ଲ ଭାଷା</string>
<string name="notifications">ବିଜ୍ଞପ୍ତି ଗୁଡ଼ିକ</string>
<string name="notify_new_streams">ନୂତନ ଷ୍ଟ୍ରିମ୍ ପାଇଁ ବିଜ୍ଞପ୍ତି ଦେଖାନ୍ତୁ</string>
<string name="irreversible">ଆପଣ ନିଶ୍ଚିତ କି!</string>
<string name="history_empty">ବର୍ତ୍ତମାନ ସୁଦ୍ଧା କୌଣସି ଇତିହାସ ନାହିଁ ।</string>
<string name="copied">କପି ହୋଇଛି</string>
<string name="skip_buttons">ଏଡ଼ାଇବା ବଟନ୍</string>
<string name="history_size">ସର୍ବାଧିକ ଇତିହାସ ଆକାର</string>
<string name="unlimited">ଅସଂଖ୍ୟ</string>
<string name="yt_shorts">ସର୍ଟ ଗୁଡ଼ିକ</string>
<string name="no_subtitles_available">କୌଣସି ଉପ-ଟାଇଟଲ୍ ଉପଲବ୍ଧ ନାହିଁ</string>
<string name="repeat_mode">ପୁନରାବୃତ୍ତି ମୋଡ</string>
<string name="resize_mode_fit">ଫିଟ୍</string>
<string name="resize_mode_fill">ପୂରଣ କରନ୍ତୁ</string>
<string name="resize_mode_zoom">ବର୍ଦ୍ଧିତ</string>
<string name="repeat_mode_none">ଦରକାର ନାହିଁ</string>
<string name="repeat_mode_current">ବର୍ତ୍ତମାନର</string>
<string name="preferences">ପସନ୍ଦ</string>
<string name="playlistNameReversed">ପ୍ଲେଲିଷ୍ଟ ନାମ ଓଲଟା</string>
<string name="time_code">ଟାଇମ୍ କୋଡ୍ (ସେକେଣ୍ଡରେ)</string>
<string name="queue">ଧାଡ଼ି</string>
<string name="instance_summary">ପାଇପ୍, ଲଗଇନ୍, ଏବଂ ଆକାଉଣ୍ଟ୍</string>
<string name="clear_customInstances">ଯୋଡ଼ାଯାଇଥିବା ଗୁଡ଼ିକୁ ବିଲୋପ କରନ୍ତୁ</string>
<string name="related_streams">ସମ୍ବନ୍ଧିତ ବିଷୟବସ୍ତୁ</string>
<string name="pauseOnScreenOff_summary">ସ୍କ୍ରିନ୍ ବନ୍ଦ ହୋଇଗଲେ ପ୍ଲେ-ବକ୍ ବନ୍ଦ କରନ୍ତୁ ।</string>
<string name="behavior">ବ୍ୟବହାର</string>
<string name="buffering_goal_summary">ସର୍ବାଧିକ ବଫର୍ ପାଇଁ ସେକେଣ୍ଡର ଭିଡିଓ ପରିମାଣ ।</string>
<string name="video">ଭିଡିଓ</string>
<string name="quality">ଗୁଣବତ୍ତା</string>
<string name="wifi">ୱାଇଫାଇ</string>
<string name="player_resize_mode">ମୋଡ୍ ଆକାର ପରିବର୍ତ୍ତନ କରନ୍ତୁ</string>
<string name="maximum_image_cache">ସର୍ବାଧିକ ପ୍ରତିଛବି କ୍ୟାଚ୍ ଆକାର</string>
<string name="copied_to_clipboard">କ୍ଲିପବୋର୍ଡରେ କପି କରାଯାଇଛି</string>
<string name="open_copied">ଖୋଲନ୍ତୁ</string>
<string name="break_reminder_time">ମନେରଖିବା ପୂର୍ବରୁ କିଛି ମିନିଟ୍</string>
<string name="device_info">ଉପକରଣ ସୂଚନା</string>
<string name="delete">ଡାଉନଲୋଡ୍ ରୁ ଡିଲିଟ୍ କରନ୍ତୁ</string>
<string name="audio_video_summary">ଗୁଣବତ୍ତା ଏବଂ ଫର୍ମାଟ୍</string>
<string name="renamePlaylist">ପ୍ଲେ ଲିଷ୍ଟର ନାମ ପରିବର୍ତ୍ତନ କରନ୍ତୁ</string>
<string name="mobile_data">ମୋବାଇଲ୍ ଡାଟା</string>
<string name="new_videos_badge">ନୂତନ ଭିଡିଓ ପାଇଁ ସୂଚକ</string>
<string name="new_videos_badge_summary">ଯଦି କିଛି ଅଛି ତେବେ ନୂତନ ଭିଡିଓ ପରିମାଣ ସହିତ ଏକ ବ୍ୟାଜ୍ ଦେଖାନ୍ତୁ ।</string>
<string name="skip_segment">ବିଭାଗକୁ ଏଡ଼ାଇଦିଅ</string>
<string name="sb_skip_manual">ମେନୁଆଲି ଏଡାନ୍ତୁ</string>
<string name="sb_skip_manual_summary">ସ୍ଵତଃ ଏଡାନ୍ତୁ ନାହିଁ।</string>
<string name="local_subscriptions">ସ୍ଥାନୀୟ ସଦସ୍ୟତା</string>
<string name="backup_customInstances">ଅନୁକୂଳ୍ ଇନଷ୍ଟାନ୍ସ</string>
<string name="save_feed">ପୃଷ୍ଠଭୂମିରେ ଫିଡ୍ ଲୋଡ୍ କରନ୍ତୁ</string>
<string name="play_next">ପରବର୍ତ୍ତୀ ଖେଳନ୍ତୁ</string>
<string name="save_feed_summary">ସବସ୍କ୍ରିପସନ୍ ଫିଡ୍ ପୃଷ୍ଠଭୂମିରେ ଲୋଡ୍ କରନ୍ତୁ ଏବଂ ଏହାକୁ ସ୍ଵତଃ-ସତେଜ ହେବାକୁ ପ୍ରତିରୋଧ କରନ୍ତୁ ।</string>
<string name="navigation_bar">ନାଭିଗେସନ୍ ବାର୍</string>
<string name="change_region">ସାମ୍ପ୍ରତିକ ଭାବେ ଟ୍ରେଡିଂ ଏହି ଜାଗାରେ ନାହିଁ ।</string>
<string name="added_to_playlist">%1$s ପ୍ଲେ ଲିଷ୍ଟରେ ଯୋଡା ଯାଇଛି</string>
<string name="playlists_order">ପ୍ଲେଲିଷ୍ଟ କ୍ରମ</string>
<string name="reset">ଡିଫଲ୍ଟଗୁଡିକ ପୁନରୁଦ୍ଧାର କରନ୍ତୁ</string>
<string name="reset_message">ସମସ୍ତ ସେଟିଂସମୂହ ପୁନ ରିସେଟ୍ କରନ୍ତୁ ଏବଂ ଲଗ୍ ଆଉଟ୍ କରନ୍ତୁ \?</string>
<string name="deleteAccount_summary">ଆପଣଙ୍କର ପାଇପ୍ ଆକାଉଣ୍ଟ୍ ଡିଲିଟ୍ କରନ୍ତୁ</string>
<string name="playback_pitch">ପିଚ୍</string>
<string name="filename">ଫାଇଲ୍ ର ନାମ</string>
<string name="invalid_filename">Invalid ନାମ!</string>
<string name="auth_instances">ଏକ auth ଉଦାହରଣ ବାଛନ୍ତୁ</string>
<string name="fullscreen_orientation">ଫୁଲ୍ ସ୍କ୍ରିନ୍ ଆରିଏଣ୍ଟେସନ୍</string>
<string name="auto_rotation">ସ୍ଵତଃ-ଘୂର୍ଣ୍ଣନ</string>
<string name="landscape">ଲ୍ୟାଣ୍ଡସ୍କେପ୍</string>
<string name="turnInternetOn">ଇଣ୍ଟରନେଟ୍ ସହିତ ସଂଯୋଗ କରିବାକୁ ଦୟାକରି ୱାଇ-ଫାଇ କିମ୍ବା ମୋବାଇଲ୍ ଡାଟା ଟର୍ନ୍ ଅନ୍ କରନ୍ତୁ ।</string>
<string name="require_restart">ଆପ୍ ପୁନଆରମ୍ଭ ଆବଶ୍ୟକ</string>
<string name="open">ଖୋଲନ୍ତୁ…</string>
<string name="legacy_subscriptions">ପୁରୁଣା ସଦସ୍ୟତା ଦୃଶ୍ୟ</string>
<string name="chapters">ଅଧ୍ୟାୟ ଗୁଡ଼ିକ</string>
<string name="require_restart_message">ନୂତନ ପରିବର୍ତ୍ତନଗୁଡିକ ବ୍ୟବହାର କରିବାକୁ ଆପ୍ ପୁନଃଆରମ୍ଭ କରନ୍ତୁ ।</string>
<string name="playerAudioQuality">ସ୍ୱର ଗୁଣବତ୍ତା</string>
<string name="navLabelVisibility">ଲେବଲ୍ ଦୃଶ୍ୟମାନତା</string>
<string name="autoRotatePlayer">ସ୍ୱତଃ-ପୂର୍ଣ୍ଣସ୍କ୍ରୀନ୍</string>
<string name="search_history_summary">ସନ୍ଧାନଗୁଡିକ ମନେରଖ</string>
<string name="no_player_found">କୌଣସି ବହିଃ-ଚାଳକ ମିଳିଲା ନାହିଁ। ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଗୋଟିଏ ଚାଳକ ଅଧିସ୍ଥାପିତ ହୋଇଅଛି।</string>
<string name="data_saver_mode">ଡାଟା-ସେଭର୍ ସ୍ଥିତି</string>
<string name="data_saver_mode_summary">ଥମ୍ବନେଲ ଏବଂ ଅନ୍ୟାନ୍ୟ ପ୍ରତିଛବିଗୁଡ଼ିକୁ ଏଡ଼ାଇଦିଅ ।</string>
<string name="watch_positions_title">ପ୍ଲେବ୍ୟାକ୍ ସ୍ଥିତିକୁ ମନେରଖ</string>
<string name="none">କିଛି ବି ନାହିଁ</string>
<string name="history_summary">ଇତିହାସ ଦେଖନ୍ତୁ ଏବଂ ସନ୍ଧାନ କରନ୍ତୁ</string>
<string name="captions">କ୍ୟାପସନ୍</string>
<string name="playerAudioFormat">ଚାଳକ ନିମନ୍ତେ ଅଡ଼ିଓ ଫର୍ମାଟ୍</string>
<string name="best_quality">ସର୍ବତ୍ତମ</string>
<string name="worst_quality">ସବୁଠାରୁ ଖରାପ</string>
<string name="notify_new_streams_summary">ଆପଣ ଅନୁସରଣ କରୁଥିବା ସୃଷ୍ଟିକର୍ତ୍ତାଙ୍କ ଠାରୁ ନୂତନ ଷ୍ଟ୍ରିମ୍ ପାଇଁ ବିଜ୍ଞପ୍ତି ପ୍ରଦର୍ଶନ କରନ୍ତୁ ।</string>
<string name="least_recent">ପୁରୁଣା</string>
<string name="required_network">ଆବଶ୍ୟକ କନେକ୍ସନ୍</string>
<string name="no_search_result">ଫଳାଫଳ ନାହିଁ।</string>
<string name="network_all">ସମସ୍ତ</string>
<string name="checking_frequency">ପ୍ରତ୍ୟେକ ଯାଞ୍ଚ କରୁଛନ୍ତି…</string>
<string name="least_views">କମ୍ ଦୃଶ୍ୟ</string>
<string name="most_recent">ନୂତନ</string>
<string name="most_views">ଅଧିକ ଥର ଦେଖାଯାଇଥିବା</string>
<string name="network_metered">ମିଟର</string>
<string name="network_wifi">କେବଳ ୱାଇଫାଇ ରେ</string>
<string name="export_subscriptions">ସଦସ୍ୟତା ଗୁଡିକୁ ରପ୍ତାନି କରନ୍ତୁ</string>
<string name="translate">ଅନୁବାଦ</string>
<string name="error_occurred">ତ୍ରୁଟି</string>
<string name="share_with_time">ସମୟ କୋଡ୍ ସହିତ ଅଂଶୀଦାର କରନ୍ତୁ</string>
<string name="misc">ବିବିଧ</string>
<string name="background_mode">ପୃଷ୍ଠଭୂମି ସ୍ଥିତି</string>
<string name="backup">ନକଲ</string>
<string name="skip_buttons_summary">ପରବର୍ତ୍ତୀ କିମ୍ବା ପୂର୍ବ ଭିଡିଓକୁ ଯିବାକୁ ବଟନ୍ ଦେଖାନ୍ତୁ ।</string>
<string name="take_a_break">ବିରତି ପାଇଁ ସମୟ</string>
<string name="add_to_queue">ଧାଡିରେ ଯୋଡନ୍ତୁ</string>
<string name="picture_in_picture">ଛବି ରେ ଛବି</string>
<string name="backup_restore">ନକଲ ଓ ସଂରକ୍ଷଣ</string>
<string name="subscriptions">ସଦସ୍ୟତା ଗୁଡ଼ିକ</string>
<string name="livestreams">ସିଧପ୍ରସାରଣ ଷ୍ଟ୍ରୀମ ଗୁଡ଼ିକ</string>
<string name="alternative_videos_layout">ବିକଳ୍ପ ଭିଡିଓ ଲେଆଉଟ୍</string>
<string name="defaultIconLight">ଡିଫଲ୍ଟ ଉଜ୍ଜଳ</string>
<string name="download_channel_name">ଡାଉନଲୋଡ୍ ସେବା</string>
<string name="download_channel_description">ମିଡିଆ ଡାଉନଲୋଡ୍ କରିବା ସମୟରେ ଏକ ବିଜ୍ଞପ୍ତି ଦେଖାଏ ।</string>
<string name="push_channel_name">ବିଜ୍ଞପ୍ତି କର୍ମୀ</string>
<string name="push_channel_description">ନୂତନ ଷ୍ଟ୍ରିମ୍ ଉପଲବ୍ଧ ହେଲେ ଏକ ବିଜ୍ଞପ୍ତି ଦେଖାଏ ।</string>
<string name="playlistCloned">ପ୍ଲେଲିଷ୍ଟ କ୍ଲୋନ ହୋଇଛି</string>
<string name="confirm_unsubscribe">ଆପଣ %1$s ର ସଦସ୍ୟତା ରଦ୍ଦ କରିବାକୁ ଚାହୁଁଛନ୍ତି ବୋଲି ଆପଣ ନିଶ୍ଚିତ କି\?</string>
<string name="confirm_unsubscribing">ସଦସ୍ୟତା ରୁ ନିବୃତ୍ତ ହେବାକୁ ନିଶ୍ଚିତ କରନ୍ତୁ</string>
<string name="confirm_unsubscribing_summary">ସଦସ୍ୟତା ରଦ୍ଦ କରିବା ପୂର୍ବରୁ ଏକ ନିଶ୍ଚିତକରଣ ସଂଳାପ ଦେଖାନ୍ତୁ ।</string>
<string name="play_all">ସମସ୍ତ ପ୍ଲେ କରନ୍ତୁ</string>
<string name="end_time">ଶେଷ ସମୟ</string>
<string name="notification_time">ବିଜ୍ଞପ୍ତି ସମୟ ସୀମିତ କରନ୍ତୁ</string>
<string name="time">ସମୟ</string>
<string name="notification_time_summary">ଷ୍ଟ୍ରିମ୍ ବିଜ୍ଞପ୍ତିଗୁଡିକ ପ୍ରଦର୍ଶିତ ହେଉଥିବା ସମୟ ସୀମାକୁ ସୀମିତ କରନ୍ତୁ ।</string>
<string name="start_time">ଆରମ୍ଭ ସମୟ</string>
<string name="navbar_order">ସଜାନ୍ତୁ</string>
<string name="layout">ଲେଆଉଟ୍</string>
<string name="alternative_player_layout">ବିକଳ୍ପ ପ୍ଲେୟାର୍ ଲେଆଉଟ୍</string>
<string name="alternative_player_layout_summary">ନିମ୍ନୋକ୍ତ ମନ୍ତବ୍ୟଗୁଡିକ ଉପରେ ସଂପୃକ୍ତ ଭିଡିଓଗୁଡିକ ଧାଡି ଭାବରେ ଦେଖାନ୍ତୁ ।</string>
<string name="audio_track">ଅଡିଓ ଟ୍ରାକ୍</string>
<string name="hls_instead_of_dash">HLS ବ୍ୟବହାର କରନ୍ତୁ</string>
<string name="hls_instead_of_dash_summary">DASH ପରିବର୍ତ୍ତେ HLS ବ୍ୟବହାର କରନ୍ତୁ (ଧୀର ହେବ, ସୁପାରିଶ ହେବ ନାହିଁ)</string>
<string name="auto_quality">ସ୍ଵତଃ</string>
<string name="limit_to_runtime">ଚାଲିବା ସମୟ ପର୍ଯ୍ୟନ୍ତ ସୀମିତ କରନ୍ତୁ</string>
<string name="trends">ଧାରା</string>
<string name="featured">ବିଶିଷ୍ଟ</string>
<string name="trending">ବର୍ତ୍ତମାନ କ’ଣ ଟ୍ରେଣ୍ଡ୍ ହେଉଛି</string>
<string name="bookmark">ବୁକ୍ ମାର୍କ୍</string>
<string name="bookmarks">ବୁକ୍ ମାର୍କ୍ ଗୁଡ଼ିକ</string>
<string name="clear_bookmarks">ବୁକ୍ ମାର୍କ୍ ଗୁଡ଼ିକୁ ଖାଲି କରନ୍ତୁ</string>
<string name="queue_insert_related_videos">ସମ୍ପର୍କୀୟ ଭିଡିଓ ଯୋଡ଼ନ୍ତୁ</string>
<string name="local_playlists">ସ୍ଥାନୀୟ ପ୍ଲେଲିଷ୍ଟଗୁଡିକ</string>
<string name="brightness">ଉଜ୍ଜଳତା</string>
<string name="volume">ଶବ୍ଦ</string>
<string name="auto">ସ୍ଵତଃ</string>
<string name="swipe_controls">ସ୍ୱାଇପ୍ ନିୟନ୍ତ୍ରଣ</string>
<string name="swipe_controls_summary">ଉଜ୍ଜ୍ୱଳତା ଏବଂ ଭଲ୍ୟୁମ୍ ସଜାଡିବା ପାଇଁ ସ୍ୱାଇପ୍ ଅଙ୍ଗଭଙ୍ଗୀ ବ୍ୟବହାର କରନ୍ତୁ ।</string>
<string name="defaults">ଡିଫଲ୍ଟ ଗୁଡ଼ିକ</string>
<string name="pop_up">ପପ୍-ଅପ୍</string>
<string name="no_comments_available">ଏହି ଭିଡିଓରେ କୌଣସି ମନ୍ତବ୍ୟ ନାହିଁ ।</string>
<string name="comments_disabled">ମନ୍ତବ୍ୟଗୁଡିକ ଅପଲୋଡର୍ ଙ୍କ ଦ୍ୱାରା ଅକ୍ଷମ ହୋଇଛି ।</string>
<string name="captions_size">କ୍ୟାପସନ୍ ର ଆକାର</string>
<string name="double_tap_seek">ଖୋଜିବାକୁ ଦୁଇଥର ଟ୍ୟାପ୍ କରନ୍ତୁ</string>
<string name="double_tap_seek_summary">ପ୍ଲେୟାର୍ ସ୍ଥିତିକୁ ରିଭାଇଣ୍ଡ୍ କିମ୍ବା ଅଗ୍ରଗାମୀ କରିବାକୁ ବାମ କିମ୍ବା ଡାହାଣରେ ଦୁଇଥର ଟ୍ୟାପ୍ କରନ୍ତୁ ।</string>
<string name="all_caught_up_summary">ଆପଣ ସମସ୍ତ ନୂତନ ଭିଡିଓ ଦେଖିସାରିଛନ୍ତି</string>
<string name="all_caught_up">ସମସ୍ତ ନୂତନ ପୋଷ୍ଟ ପାଇସାରିଛ</string>
<string name="export_playlists">ପ୍ଲେଲିଷ୍ଟ ରପ୍ତାନି କରନ୍ତୁ</string>
<string name="import_playlists">ପ୍ଲେଲିଷ୍ଟ ଆମଦାନୀ କରନ୍ତୁ</string>
<string name="app_backup">ଆପ୍ ବ୍ୟାକଅପ୍</string>
<string name="backup_restore_summary">ସଦସ୍ୟତା, ପ୍ଲେଲିଷ୍ଟ ଆମଦାନି ଏବଂ ରପ୍ତାନି କରନ୍ତୁ,…</string>
<string name="exportsuccess">ରପ୍ତାନି ହୋଇଛି ।</string>
<string name="privacy_alert">ଗୋପନୀୟତା ସତର୍କତା</string>
<string name="username_email">ଏକ ଇ-ମେଲ୍ ଠିକଣା ସହିତ ଅଗ୍ରଗତି କରନ୍ତୁ ଯାହା ସୁପାରିଶ କରାଯାଏ ନାହିଁ\?</string>
<string name="proceed">ଅଗ୍ରଗତି କର</string>
<string name="pinch_control_summary">ଜୁମ୍ ଇନ୍ / ଆଉଟ୍ କରିବାକୁ ପିଞ୍ଚ୍ ଅଙ୍ଗଭଙ୍ଗୀ ବ୍ୟବହାର କରନ୍ତୁ ।</string>
<string name="pinch_control">ପିଞ୍ଚ୍ ନିୟନ୍ତ୍ରଣ</string>
<string name="theme_monochrome">ସର୍ବନିମ୍ନ ମୋନୋକ୍ରୋମ୍</string>
<string name="play_latest_videos">ସର୍ବଶେଷ ଭିଡିଓଗୁଡିକ ଚଲାନ୍ତୁ</string>
<string name="nothing_selected">କିଛି ମନୋନୀତ ହୋଇନାହିଁ!</string>
<string name="color_violet">ବହୁମୁଖୀ ବାଇଗଣୀ</string>
<string name="failed_fetching_instances">ଉପଲବ୍ଧ ଉଦାହରଣଗୁଡିକ ଆଣିପାରିଲା ନାହିଁ ।</string>
<string name="hide_watched_from_feed">ଫିଡ୍ ରୁ ଦେଖାଯାଇଥିବା ଭିଡିଓଗୁଡିକ ଲୁଚାନ୍ତୁ</string>
<string name="hide_watched_from_feed_summary">ସଦସ୍ୟତା ଟ୍ୟାବରେ 90% ରୁ ଅଧିକ ଦେଖାଯାଉଥିବା ଭିଡିଓ ଦେଖାନ୍ତୁ ନାହିଁ ।</string>
<string name="playlistUrl">ପ୍ଲେଲିଷ୍ଟ୍ URL</string>
<string name="pause_on_quit">ଆପ୍ ଛାଡିବା ପରେ ଭିଡିଓକୁ ବିରତି ଦିଅନ୍ତୁ</string>
<string name="shuffle">ସଫଲ୍</string>
<string name="add_to_bookmarks">ବୁକମାର୍କରେ ଯୋଡନ୍ତୁ</string>
<string name="remove_bookmark">ବୁକମାର୍କ ଅପସାରଣ କରନ୍ତୁ</string>
<string name="rewind">ପଛ କୁ ନିଅ</string>
<string name="forward">ଆଗ କୁ ନିଅ</string>
<string name="pause">ବିରାମ</string>
<string name="alternative_pip_controls">ବିକଳ୍ପ PIP ନିୟନ୍ତ୍ରଣ</string>
<string name="alternative_pip_controls_summary">କେବଳ ଅଡିଓ ଦେଖାନ୍ତୁ ଏବଂ ଆଗକୁ ଏବଂ ପଛକୁ ନେବା ପରିବର୍ତ୍ତେ PiP ରେ କଣ୍ଟ୍ରୋଲ୍ ଛାଡିଦିଅ</string>
<string name="audio_player">ଅଡିଓ ପ୍ଲେୟାର</string>
<string name="no_subtitle">କୌଣସି ଉପ-ଆଖ୍ୟା ନାହିଁ</string>
<string name="download_paused">ଡାଉନଲୋଡ୍ ବିରତ ହୋଇଛି</string>
<string name="download_completed">ଡାଉନଲୋଡ୍ ସମାପ୍ତ ହୋଇଛି</string>
<string name="concurrent_downloads">ସର୍ବାଧିକ ଏକକାଳୀନ ଡାଉନଲୋଡ୍</string>
<string name="concurrent_downloads_limit_reached">ସର୍ବାଧିକ ଏକକାଳୀନ ଡାଉନଲୋଡ୍ ସୀମା ପହଞ୍ଚିଲା ।</string>
<string name="unknown">ଅଜ୍ଞାତ</string>
<string name="resume">ପୁଣି ଆରମ୍ଭ କରନ୍ତୁ</string>
<string name="audio_only_mode">କେବଳ ଅଡିଓ ମୋଡ୍</string>
<string name="audio_only_mode_summary">LibreTube କୁ ଏକ ମ୍ୟୁଜିକ୍ ପ୍ଲେୟାରରେ ପରିଣତ କର ।</string>
<string name="sleep_timer">ଶୋଇବା ସମୟ</string>
<string name="skip_silence">ନୀରବତା ଛାଡିଦିଅ</string>
<string name="help">ସାହାଯ୍ୟ</string>
<string name="faq">FAQ</string>
<string name="replies">ଉତ୍ତର ଗୁଡିକ</string>
<string name="codecs">କୋଡେକ୍ ଗୁଡିକ</string>
<string name="mark_as_watched">ଦେଖାଯାଇଥିବା ପରି ଚିହ୍ନିତ କର</string>
<string name="unsupported_file_format">ଅସମର୍ଥିତ ଫାଇଲ୍ ଫର୍ମାଟ୍: %1$s</string>
<string name="custom_playback_speed">କଷ୍ଟମ୍ ବେଗ</string>
<string name="custom_playback_speed_summary">ସାଧାରଣ ପ୍ଲେୟାର ଅପେକ୍ଷା ଏକ ଭିନ୍ନ ପ୍ଲେକ୍ ବେଗ ବ୍ୟବହାର କରନ୍ତୁ ।</string>
<string name="category">ବର୍ଗ</string>
<string name="trending_views">%1$s •%2$s ଦର୍ଶନ •%3$s</string>
<string name="normal_views">%1$s ଦର୍ଶନ%2$s</string>
<string name="playing_next">%1$s ରେ ପରବର୍ତ୍ତୀ ଚାଲିବ</string>
<string name="stats_for_nerds">ନର୍ଡସ୍ ପାଇଁ ପରିସଂଖ୍ୟାନ</string>
<string name="video_id">ଭିଡିଓ ID</string>
<string name="autoplay_countdown">ଅଟୋପ୍ଲେ କାଉଣ୍ଟଡାଉନ୍</string>
<string name="autoplay_countdown_summary">ପରବର୍ତ୍ତୀ ଭିଡିଓକୁ ଅଟୋ-ଖେଳିବା ପୂର୍ବରୁ 5s କାଉଣ୍ଟଡାଉନ୍ ଦେଖାନ୍ତୁ ।</string>
<plurals name="years_ago">
<item quantity="one">%d ବର୍ଷ ପୂର୍ବେ</item>
<item quantity="other">%d ବର୍ଷ ପୂର୍ବରୁ</item>
</plurals>
<plurals name="months_ago">
<item quantity="one">%d ମାସ ପୂର୍ବେ</item>
<item quantity="other">%d ମାସ ପୂର୍ବରୁ</item>
</plurals>
<string name="lbry_hls">LBRY HLS</string>
<string name="lbry_hls_summary">ଉପଲବ୍ଧ ଥିଲେ ଷ୍ଟ୍ରିମିଂ ପାଇଁ LBRY HLS ବ୍ୟବହାର କରନ୍ତୁ ।</string>
<string name="subscriberAndVideoCounts">%1$s ଗ୍ରାହକ • %2$d ଭିଡିଓ</string>
<string name="uploaderAndVideoCount">%1$s • %2$d ଭିଡିଓ</string>
<string name="disable_proxy">ପାଇପ୍ ପ୍ରକ୍ସି ଅକ୍ଷମ କରନ୍ତୁ</string>
<string name="disable_proxy_summary">ସିଧାସଳଖ ୟୁଟ୍ୟୁବ୍ ସର୍ଭରରୁ ଭିଡିଓ ଏବଂ ପ୍ରତିଛବି ଲୋଡ୍ କରନ୍ତୁ । ଯଦି ଆପଣ ଯେକୌଣସି ପ୍ରକାରେ ଏକ VPN ବ୍ୟବହାର କରନ୍ତି ତେବେ କେବଳ ଏହି ବିକଳ୍ପକୁ ସକ୍ଷମ କରନ୍ତୁ!</string>
<string name="auto_fullscreen_shorts">ଛୋଟ ଭିଡିଓଗୁଡ଼ିକରେ ଅଟୋ ଫୁଲ୍ ସ୍କ୍ରିନ୍</string>
<string name="new_group">ନୂତନ</string>
<string name="group_name">ଗୋଷ୍ଠୀ ନାମ</string>
<string name="edit_group">ଗୋଷ୍ଠୀ ସମ୍ପାଦନା</string>
<string name="channel_groups">ଚ୍ୟାନେଲ୍ ଗୋଷ୍ଠୀଗୁଡିକ</string>
<string name="play_automatically_summary">ଚୟନ କରିବା ସମୟରେ ସ୍ୱୟଂଚାଳିତ ଭାବରେ ଭିଡିଓ ଚାଲିବା ଆରମ୍ଭ କରନ୍ତୁ</string>
<string name="play_automatically">ସ୍ୱୟଂଚାଳିତ ଭାବରେ ଚଲାନ୍ତୁ</string>
<string name="fullscreen_gestures">ଫୁଲ୍ ସ୍କ୍ରିନ୍ ଅଙ୍ଗଭଙ୍ଗୀ ପ୍ରବେଶ/ପ୍ରସ୍ଥାନ କରନ୍ତୁ</string>
<string name="go_to_video">ଭିଡିଓକୁ ଯାଆନ୍ତୁ</string>
<plurals name="channel_new_streams">
<item quantity="one">%d ନୂତନ ଷ୍ଟ୍ରିମ୍</item>
<item quantity="other">%d ଟି ନୂତନ ଷ୍ଟ୍ରିମ୍</item>
</plurals>
<string name="show_stream_thumbnails">ଷ୍ଟ୍ରିମ୍ ଥମ୍ବନେଲ ଦେଖାନ୍ତୁ</string>
<string name="show_stream_thumbnails_summary">ନୂତନ ଧାରଣାଗୁଡ଼ିକର ଥମ୍ବନେଲଗୁଡିକ ଦେଖାନ୍ତୁ । ଏହାକୁ ସକ୍ଷମ କରିବା ଅତିରିକ୍ତ ତଥ୍ୟ ଖର୍ଚ୍ଚ କରିବ ।</string>
<string name="unlimited_search_history">ଅସୀମିତ ସନ୍ଧାନ ଇତିହାସ</string>
<string name="duration">ଅବଧି</string>
<string name="duration_reversed">ଅବଧି (ଓଲଟା)</string>
<string name="shorts_notifications">ସର୍ଟସ୍ ପାଇଁ ବିଜ୍ଞପ୍ତି</string>
<string name="creation_date">ସୃଷ୍ଟି ତାରିଖ</string>
<string name="alphabetic_reversed">ବର୍ଣ୍ଣାନୁକ୍ରମିକ (ଓଲଟା)</string>
<string name="creation_date_reversed">ସୃଷ୍ଟି ତାରିଖ (ଓଲଟା)</string>
<string name="alphabetic">ବର୍ଣ୍ଣାନୁକ୍ରମିକ</string>
<string name="export_subscriptions_to">ସଦସ୍ୟତା ରପ୍ତାନି କରନ୍ତୁ</string>
<string name="import_format_newpipe">Newpipe</string>
<string name="import_format_freetube">Freetube</string>
<string name="import_format_youtube_csv">Youtube(CSV)</string>
<string name="import_subscriptions_from">ଏଥିରୁ ସଦସ୍ୟତା ଆମଦାନୀ କରନ୍ତୁ</string>
<string name="import_format_piped">ପାଇପ୍ଡ /ଲିବର୍ ଟ୍ୟୁବ୍</string>
<string name="import_playlists_from">ଏଥିରୁ ପ୍ଲେଲିଷ୍ଟ ଆମଦାନୀ କରନ୍ତୁ</string>
<string name="export_playlists_to">ଏଥିକୁ ପ୍ଲେଲିଷ୍ଟଗୁଡିକ ରପ୍ତାନି କରନ୍ତୁ</string>
<string name="home_tab_content">ହୋମ୍ ଟ୍ୟାବ୍ ବିଷୟବସ୍ତୁ</string>
<string name="mark_as_unwatched">ଅଦୃଶ୍ୟ ଭାବରେ ଚିହ୍ନିତ କରନ୍ତୁ</string>
<string name="choose_instance_long">ନିମ୍ନରୁ ବ୍ୟବହାର କରିବାକୁ ଦୟାକରି ଏକ ପାଇପ୍ ଉଦାହରଣ ବାଛନ୍ତୁ। ପାଇପ୍ ଇନଷ୍ଟାଣ୍ଟ ତୁମ ଏବଂ ୟୁଟ୍ୟୁବ୍ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିବ । ଏହି ଉଦାହରଣଗୁଡିକ ବିଭିନ୍ନ ଭୌତିକ ସ୍ଥାନରେ ଅବସ୍ଥିତ - ସେମାନଙ୍କ ଦେଶ ପତାକା (ଗୁଡିକ) ଦ୍ୱାରା ସୂଚିତ। ଶାରୀରିକ ଭାବରେ ତୁମର ନିକଟତର ଥିବା ଘଟଣାଗୁଡ଼ିକ ସମ୍ଭବତଃ ତୀବ୍ର ଅଟେ । ଆପଣ ଯେକୌଣସି ସମୟରେ ସେଟିଙ୍ଗରେ ବ୍ୟବହାର କରୁଥିବା ଉଦାହରଣକୁ ପରିବର୍ତ୍ତନ କରିପାରିବେ ।</string>
<string name="welcome">LibreTube କୁ ସ୍ୱାଗତ</string>
<string name="choose_instance">ଦୟାକରି ପ୍ରଥମେ ଏକ ଉଦାହରଣ ବାଛନ୍ତୁ!</string>
<string name="emptyPlaylistDescription">ପ୍ଲେଲିଷ୍ଟ ବର୍ଣ୍ଣନା ଖାଲି ହୋଇପାରିବ ନାହିଁ</string>
<string name="change_playlist_description">ପ୍ଲେଲିଷ୍ଟ ବର୍ଣ୍ଣନା ପରିବର୍ତ୍ତନ କରନ୍ତୁ</string>
<string name="playlist_description">ପ୍ଲେଲିଷ୍ଟ ବର୍ଣ୍ଣନା</string>
<string name="show_search_suggestions">ସନ୍ଧାନ ପରାମର୍ଶଗୁଡିକ ଦେଖାନ୍ତୁ</string>
<string name="manual">ମାନୁଆଲ୍</string>
<string name="automatic">ସ୍ୱୟଂଚାଳିତ</string>
<string name="off">ବନ୍ଦ</string>
<string name="color">ରଙ୍ଗ</string>
<string name="sb_custom_colors">କଷ୍ଟମ୍ ସେଗମେଣ୍ଟ୍ ରଙ୍ଗ</string>
<string name="enter_hex_value">ରଙ୍ଗ ହେକ୍ସ ମୂଲ୍ୟ ପ୍ରବେଶ କରନ୍ତୁ</string>
<string name="sb_color_enable">ପ୍ରାୟୋଜକ ବ୍ଲକ୍ ସେଗମେଣ୍ଟଗୁଡିକ ପାଇଁ କଷ୍ଟମ୍ ରଙ୍ଗ ସେଗମେଣ୍ଟଗୁଡିକ ଟୋଗଲ୍ କରନ୍ତୁ ।</string>
<string name="jumped_to_highlight">ଭିଡିଓ ହାଇଲାଇଟ୍ କୁ ଡେଇଁଲେ</string>
<string name="category_highlight">ଭିଡିଓ ହାଇଲାଇଟ୍ ଦେଖନ୍ତୁ</string>
<string name="category_highlight_description">ବିଜ୍ଞାପନର ଟାଇଟଲ୍, ଥମ୍ବନେଲ କିମ୍ବା ଭିଡିଓର ସବୁଠାରୁ ଆକର୍ଷଣୀୟ ଅଂଶ ହୋଇପାରେ । ଆପଣ ଏହାକୁ ଅଧ୍ୟାୟ ବିଭାଗରେ ଟ୍ୟାପ୍ କରି ଏହାକୁ ଛାଡି ପାରିବେ ।</string>
<string name="invalid_color">ଅବୈଧ ରଙ୍ଗ ମୂଲ୍ୟ ପ୍ରବେଶ!</string>
<string name="visible">ସନ୍ଧାନ ବାର୍ ରେ ଦେଖାନ୍ତୁ</string>
<string name="chapters_videoHighlight">ଭିଡିଓ ହାଇଲାଇଟ୍</string>
<string name="stop">ବନ୍ଦ କର</string>
<string name="fallback_piped_proxy">ପାଇପ୍ ପ୍ରକ୍ସି କୁ ଫେରନ୍ତୁ</string>
<string name="fallback_piped_proxy_desc">ଯଦି YouTube କୁ ସିଧାସଳଖ ସଂଯୋଗ କରିବା ସମ୍ପ୍ରତି ଭିଡିଓ ପାଇଁ କାମ କରେ ନାହିଁ (ପ୍ରାରମ୍ଭିକ ଲୋଡିଂ ସମୟ ବୃଦ୍ଧି କରେ) ତେବେ ପ୍ରୋକ୍ସି ମାଧ୍ୟମରେ ଭିଡିଓ ଲୋଡ୍ କରନ୍ତୁ। ଯଦି ଅକ୍ଷମ ହୋଇଛି, YT ପ୍ରତିବନ୍ଧକ କାରଣରୁ YouTube ସଙ୍ଗୀତ ବିଷୟବସ୍ତୁ ସମ୍ଭବତଃ ଚାଳନ ହେବ ନାହିଁ।</string>
<string name="dearrow">DeArrow କୁ ସକ୍ରିୟ କରନ୍ତୁ</string>
<string name="dearrow_summary">ଅଧିକ ସଠିକ ଏବଂ କମ୍ ସମ୍ବେଦନଶୀଳତା ବିଶିଷ୍ଟ ଶୀର୍ଷକ ଏବଂ ଅକ୍ଷରଗୁଡ଼ିକୁ ଦର୍ଶାନ୍ତୁ । ଲୋଡିଂ ସମୟ ବଢାଇଥାଏ ।</string>
<string name="audio_track_format">%1$s ଠାରୁ %2$s</string>
<string name="unknown_audio_track_type">ଅଜଣା ଧ୍ୱନି ଟ୍ରାକ୍ ର ପ୍ରକାର</string>
<string name="original_or_main_audio_track">ମୂଳ କିମ୍ବା ମୁଖ୍ୟ</string>
<string name="dubbed_audio_track">ଡବିଙ୍ଗ୍ ହୋଇଛି</string>
<string name="descriptive_audio_track">ବର୍ଣ୍ଣନାତ୍ମକ</string>
<string name="continue_watching">ଦେଖିବା ଜାରି ରଖନ୍ତୁ</string>
<string name="visibility">ଦୃଶ୍ୟମାନତା</string>
<string name="visibility_public">ସାର୍ବଜନୀନ</string>
<string name="default_or_unknown_audio_track">ପୂର୍ବନିର୍ଦ୍ଧାରିତ କିମ୍ବା ଅଜଣା</string>
<string name="unknown_audio_language">ଅଜଣା ଧ୍ୱନି ଭାଷା</string>
<string name="unknown_or_no_audio">ଅଜଣା କିମ୍ବା କୌଣସି ଧ୍ୱନି ନାହିଁ</string>
<string name="visibility_unlisted">ତାଲିକାହୀନ</string>
<string name="no_chapter">କୌଣସି ଅଧ୍ୟାୟ ନାହିଁ</string>
<string name="uploader_name">ଅପଲୋଡର ନାମ</string>
<string name="sort_by">ସଜାଡ଼ନ୍ତୁ</string>
<string name="duration_span">ଅବଧି: %1$s</string>
<string name="screen_orientation">ପରଦା ଆଭିମୁଖ୍ୟ</string>
<string name="player_channel_name">ପ୍ଲେୟାର ସର୍ଭିସ୍</string>
<string name="player_channel_description">ଚଲାଇବା ସମୟରେ ଗୋଟିଏ ବିଜ୍ଞପ୍ତିକୁ ଦର୍ଶାନ୍ତୁ</string>
<string name="tooltip_filter">ଛାଣନ୍ତୁ</string>
<string name="tooltip_fullscreen">ସମ୍ପୂର୍ଣ୍ଣ ପରଦା</string>
<string name="tooltip_close">ବନ୍ଦ କରନ୍ତୁ</string>
<string name="tooltip_play">ଚଲାନ୍ତୁ</string>
<string name="remove_watched_videos">ଦେଖାଯାଇଥିବା ଭିଡିଓଗୁଡ଼ିକୁ କାଢ଼ନ୍ତୁ</string>
<string name="auto_generated">ସ୍ୱୟଂଚାଳିତ ଭାବରେ ଉତ୍ପନ୍ନ</string>
<string name="tooltip_create_playlist">ନାଟକ ତାଲିକା ନିର୍ମାଣ କରନ୍ତୁ</string>
<string name="tooltip_scroll_to_top">ଉପରକୁ ସ୍କ୍ରୋଲ କରନ୍ତୁ</string>
<string name="resolution_limited">ସୀମିତ</string>
<string name="tooltip_repeat">ପୁନରାବୃତ୍ତି କରନ୍ତୁ</string>
<string name="tooltip_reverse">ବିପରୀତ</string>
<string name="tooltip_sort">ସର୍ଟ କରନ୍ତୁ</string>
<string name="tooltip_watch_position">ଅବସ୍ଥାନ ଦେଖନ୍ତୁ</string>
<string name="tooltip_clear_queue">ଧାଡ଼ି ସଫା କରନ୍ତୁ</string>
<string name="tooltip_dismiss">ପ୍ରତ୍ୟାଖ୍ୟାନ କରନ୍ତୁ</string>
<string name="tooltip_options">ବିକଳ୍ପଗୁଡ଼ିକ</string>
<string name="tooltip_locked">ଚାଳକକୁ ଅପରିବର୍ତ୍ତନୀୟ କରନ୍ତୁ</string>
<string name="tooltip_minimize">ସର୍ବନିମ୍ନ କରନ୍ତୁ</string>
<string name="tooltip_unlocked">ଚାଳକକୁ ଖୋଲନ୍ତୁ</string>
<string name="registration_disabled">ପଞ୍ଜିକରଣ ନିଷ୍କ୍ରିୟ ହୋଇଛି</string>
<string name="tooltip_sponsorblock">SponsorBlock କୁ ଟୋଗଲ କରନ୍ତୁ</string>
<string name="tooltip_edit_groups">ସମୂହଗୁଡ଼ିକୁ ସମ୍ପାଦନ କରନ୍ତୁ</string>
<string name="proxy">ପ୍ରକ୍ସି</string>
<string name="group_name_error_empty">ଦୟାକରି ଗୋଟିଏ ନାମ ଭରଣ କରନ୍ତୁ</string>
<string name="group_name_error_exists">ଦୟାକରି ଗୋଟିଏ ନାମ ବାଛନ୍ତୁ ଯାହାକି ଅନନ୍ୟ ଅଟେ</string>
</resources>